Emergency Survival Tactical Kit for Camping and Hiking - eDUST Metallic 14in1 Military Grade Professional, Heavy Duty Survival Gear Set
|
Price: |
₹2,699.00 incl. GST |
ଅଲ୍-ଇନ୍-ୱାନ ଜରୁରୀକାଳୀନ ଟୁଲ୍ କିଟ୍ ହେଭି ଡ୍ୟୁଟି - କ୍ୟାମ୍ପିଂ, ପଦଯାତ୍ରା ପରି ବାହ୍ୟ କାର୍ଯ୍ୟକଳାପ ପାଇଁ ଏକ ଅତ୍ୟାବଶ୍ୟକ ଉପକରଣ | ମାଛ ଧରିବା, ବ୍ୟାକପ୍ୟାକିଂ, ଭ୍ରମଣ କିମ୍ବା ଦୁଃସାହସିକ କାର୍ଯ୍ୟ ପାଇଁ ବେଶ ଉପଯୋଗୀ | ହାଲୁକା ଏବଂ ବହନ କରିବା ପାଇଁ ସୁବିଧାଜନକ, ଯେକୌଣସି ବ୍ୟବହାର ପାଇଁ..
- -ଏକ ଉନ୍ନତ ଗୁଣର ଛୁରୀ; ସରୁ ରସି, ପ୍ଲାଷ୍ଟିକ୍, ହାଡ, ରବର ଏବଂ କୋମଳ ଧାତୁ କାଟିବା ପାଇଁ ବ୍ୟବହୃତ ହୁଏ |
- -ଏଥିରେ ଅଛି ଫ୍ଲାସ୍ ଲାଇଟ୍: ୩ ଟି ଲାଇଟ ମୋଡ୍ ଅପସନ, ଯେପରିକି ଉଚ୍ଚ / ନିମ୍ନ / ଷ୍ଟ୍ରୋବ୍ ଅଲ୍ଟ୍ରା-ହାଇ ଏଲଇଡି ଲାଇଟ୍ ସହିତ, ଆପଣ କେବଳ ଗୋଟିଏ AA ବ୍ୟାଟେରୀ (ବ୍ୟାଟେରୀ ଅନ୍ତର୍ଭୂକ୍ତ ନୁହେଁ) ସହିତ କିଛି ଘଣ୍ଟା କାମ ପାଇପାରିବେ |
- -କାଚ ୱିଣ୍ଡୋ / ପ୍ୟାନ୍ ଭାଙ୍ଗିବା ଏବଂ ଜରୁରୀକାଳୀନ ପରିସ୍ଥିତିରେ କାମରେ ଆସିବା ଭଳି ଉପକାରୀ ଉପକରଣ | ଜରୁରୀକାଳୀନ କମ୍ବଳ: ସମସ୍ତ ଥଣ୍ଡା କିମ୍ବା ଗରମ ପାଗରେ ସୁବିଧାଜନକ ସୁରକ୍ଷା ଯୋଗାଇଥାଏ |
- -କ୍ରେଡିଟ୍ କାର୍ଡ ଛୁରୀ: କ୍ରେଡିଟ୍ କାର୍ଡ ଆକାର, ଆପଣଙ୍କ ୱାଲେଟ୍, ପକେଟରେ ବହନ କରିବା ସହଜ | 5-ଇନ୍ -1 ଚାମଚ / ଫର୍କ / ଛୁରୀ / କ୍ୟାନ୍ ଓପନର୍ / ବୋତଲ ଓପନର୍ କମ୍ବୋ, ତିଖ୍ଣ ଧାର ଯୁକ୍ତ ଛୁରୀ ଯାହା ମାଂସ କିମ୍ବା ପନିପରିବା ପରି ଖାଦ୍ୟ କାଟିବା ପାଇଁ ବେଶ ଉପଯୋଗୀ |
- ଫାୟାର ଷ୍ଟାର୍ଟର: ମ୍ୟାଗ୍ନେସିୟମ ଏବଂ ଲୁହାରୁ ନିର୍ମିତ, ଫ୍ଲିଣ୍ଟ ଫାୟାର ୧୨000 ଥର, ଏହା ଯେକୌଣସି ପାଗରେ ନିଆଁକୁ ଆୟତ୍ତ କରିପାରେ |
QR Code Scan କରି ଅଧିକ ଜାଣିପାରିବେ ।





